Sat. Dec 14th, 2019

୯ ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାର ୯ ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ସୂଚନା ଅନୁଯାୟୀ ପ୍ରଦୀପ ଜାଲି, ମନୋରଂଜନ ପ୍ରଧାନ, ବିପିନ ବେହେରା, ପ୍ରମୋଦ ରଥ, ଇତିକାନ୍ତ ମହାପାତ୍ର, ସୟଦ ମୁଜିବୁର ରେହମାନ, ସୁଦାମ ସାହୁ, କିଶୋର ପାଣିଗ୍ରାହୀ ଓ ଜ୍ଞାନରଂଜନ ମହାପାତ୍ର ମିଳିଛି ଅତିରିକ୍ତ ଏସ୍‌ପି ପଦ।

Leave a Reply

Your email address will not be published. Required fields are marked *