Sat. Dec 14th, 2019

ଚୋରା ପଥର ଚାଲାଣ ମାମଲା: ଇନ୍ସପେକ୍ଟର ବିକ୍ରମ ଜେନା ନିଲମ୍ବିତ

ଭୁବନେଶ୍ୱର : ଚୋରା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତି ଅଭିଯୋଗ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସ୍କାନରରେ ରହିଥିବା ଦୁଇ ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ଓ ରଞ୍ଜିତ ସାହୁଙ୍କ ଉପରେ ପଦକ୍ଷେପ ଆରମ୍ଭ ହୋଇଛି। ଉଭୟଙ୍କୁ ଖୋର୍ଦ୍ଧାରେ ବେଆଇନ ପଥର ଚାଲାଣ ମାମଲାରେ ଗିରଫ କରିପାରେ ଏସ୍‌ଟିଏଫ୍‌। ଡ୍ୟୁଟିରେ ଅନୁପସ୍ଥିତ ରହିବା ସହ ନୋଟିସ୍‌ର ଜବାବ ନଦେବାରୁ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନାଙ୍କୁ ପୋଲିସ ଡିଜି ବିଜୟ କୁମାର ଶର୍ମା ଶନିବାର ନିଲମ୍ବନ କରିଛନ୍ତି।

Leave a Reply

Your email address will not be published. Required fields are marked *