Sat. Dec 14th, 2019

ରାଜ୍ୟସଭାରେ ବିରୋଧୀ ଆସନରେ ବସିବ ଶିବସେନା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୈତିକ ବାଦବିବାଦ ପରେ ବିଜେପି-ଶିବସେନା ସମ୍ପର୍କ ତିକ୍ତ ହୋଇଛି। ସେଥିପାଇଁ ରାଜ୍ୟସଭାରେ ବିରୋଧୀ ଆସନରେ ଶିବେସନା ବସିବ। ଏହି ବୋଲି ସ୍ଥିର ହୋଇଛି। ଏହି ସୂଚନା ଦେଇଛନ୍ତି ଦଳୀୟ ମୁଖପାତ୍ର ସଞ୍ଜୟ ରାଉତ। କେବଳ ସେତିକି ନୁହେଁ ସଂସଦର ଶୀତ ଅଧିବେଶନରେ ଶିବସେନା ଯୋଗ ଦେବେ ନାହିଁ। ସେବେକାର ଏନ୍‌ଡିଏ ଓ ଏବେକାର ଏନ୍‌ଡିଏ ଭିତରେ ଅନେକ ପାର୍ଥକ୍ୟ ରହିଛି ବୋଲି ଶ୍ରୀ ରାଉତ କହିଛନ୍ତି।

Leave a Reply

Your email address will not be published. Required fields are marked *