Mon. Dec 16th, 2019

ଜୁଆ ଆଡ୍ଡାରେ ଚଢ଼ଉ: ୭ ଗିରଫ

ଭୁବନେଶ୍ଵର : ବୁଧବାର ସନ୍ଧ୍ୟାରେ ଜୟପୁର ଏସ୍‌ଡିପିଓ ଜି. ବରୁଣ, ଏସ୍‌ଆଇ ଏମ୍‌ଡି ନାୟକ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଜୁଆ ଆଡ୍ଡାରେ ଚଢ଼ଉ କରି ୭ଜଣଙ୍କୁ ଗିରଫ କରି ନଗଦ ୨, ୪୫, ୧୨୦ ଟଙ୍କା ଜବତ କରିଛନ୍ତି। ଅଭିଯୁକ୍ତମାନେ ଡମପୁଟ ଠାରେ ଜୁଆ ଖେଳୁଥିବା ଅବସ୍ଥାରେ ପୋଲିସ ହାତରେ ଧରାପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *