ନୂଆବର୍ଷ ଯାଏଁ ସ୍କୁଲ ଛୁଟି

ଭୁବନେଶ୍ଵର : ଆସନ୍ତା ଡିସେମ୍ବରରେ କରୋନାର ଦ୍ଵିତୀୟ ଲହରର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମତାମତ ଦିଅନ୍ତୁ ।