ଓଡ଼ିଶାରେ କରୋନାକୁ ରୋକିବ “କରୋନା କିଲର୍‌”

ଭୁବନେଶ୍ୱର : କରୋନା ମହାମାରୀ ସାରା ଦେଶରେ ଉଗ୍ର ରୂପ ନେଇଥିବା ବେଳେ ବୈଦ୍ୟୁତିକ ଉପକରଣ “କରୋନା କିଲର୍‌” ଏକ ନୂଆ ଆଶାର କିରଣ ଦେଖାଇଛି। ଏହି ମହାମାରୀକୁ ମୁକାବିଲା କରିବା ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଆଜି ଏହାର ଶୁଭ ଉଦ୍‌ଘାଟନ ହୋଇଅଛି।

ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇ.ସି.ଏମ.ଆର) ଓ ନ୍ୟାସନାଲ୍ ଇନଷ୍ଟୁଟ ଅଫ ଭାଇରୋଲୋଜି (ଏନ.ଆଇ.ସି) ଦ୍ୱାରା ଅନୁମୋଦିତ କରୋନା ଭୁତାଣୁକୁ ମାରିପାରୁଥିବା ଏହି ଉପକରଣର ଉଦ୍‌ଘାଟନ କରିଛନ୍ତି ଇଣ୍ଡୋଟେକ୍ ସଲ୍ୟୁସନ, ପୁନେର ମୁଖ୍ୟ ଭାଉସାହେବ ଜାଞ୍ଜିରେ ଓ କ୍ରିଷ୍ଣା ପଟ୍ଟନାୟକ। ଓଡ଼ିଶାର କାମାକ୍ଷା ଟେଲିମାର୍ଟ କମ୍ପାନୀ ସହିତ ସହବନ୍ଧିତା ହୋଇଛି। ରାଜ୍ୟବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ଉପକରଣଟି ଖୁବ୍ କାର୍ଯ୍ୟକ୍ଷମ ହେବ। ଏହାର କାର୍ଯ୍ୟକାରିତା ଓ ବ୍ୟବହାର ବିଷୟରେ ଜାଞ୍ଜିିରେ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଏହା ଓଡ଼ିଶାରେ ପ୍ରଥମ ଥର କରୋନାକୁ ମୁକାବିଲା କରିବା ପାଇଁ ନିଜ ନିଜର ଘର, ଅଫିସ, କାର, ସ୍କୁଲ, କଲେଜ, ହୋଟେଲ ଇତ୍ୟାଦିରେ ଲଗାଯାଇ ସାଧାରଣ ଲୋକମାନଙ୍କୁ ମୃତ୍ୟୁକୁ ରୋକାଯାଇ ପାରିବ। ଏହାର ବିଭିନ୍ନ ମଡ଼େଲ ସହିତ ଭିନ୍ନ ଭିନ୍ନ ମୂଲ୍ୟରେ ସାଧାରଣ ଲୋକମାନଙ୍କୁ ଯୋଗାଇ ଦିଆଯିବାର ସୁବ୍ୟବସ୍ଥା କରାଯାଇଅଛି। କଂପାନୀ ପକ୍ଷରୁ ବର୍ତ୍ତମାନ ଆମେରିକା, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଦୁବାଇ, ନେପାଳ ଓ ଫିଲପାଇନସ୍ ଦେଶକୁ ରତ୍ପାନୀ କରାଯାଉଛି।

  କୃଷି ଆଇନ୍‌ ପ୍ରତ୍ୟାହାର ଦାବି : ରାଜଭବନ ଘେରିଲା କଂଗ୍ରେସ

ଓଡ଼ିଶାର ମୁଖ୍ୟ କ୍ରିଷ୍ଣା ପଟ୍ଟନାୟକ କହିଲେ ଏହି ମେସିନ୍‌ଟିକୁ କମ୍ପାନୀ ୬ ମାସ ପର୍ଯ୍ୟନ୍ତ ରିପ୍ଲେସମେଣ୍ଟ ଓ ଦେଢ଼ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟିର ସୁଯୋଗ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ। ବିଶେଷ ଅନୁସନ୍ଧାନ ପାଇଁ କ୍ରିଷ୍ଣା ପଟ୍ଟନାୟକଙ୍କ ମୋବାଇଲ୍ ନଂ. ୭୯୭୮୮୫୬୦୫୫ / ୭୬୮୩୮୫୬୨୭୨ରେ ଯୋଗାଯୋଗ କରି ଅଧିକ ତଥ୍ୟ ଜନସାଧାରଣଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।