ପଦ୍ମ ଧରିଲେ ଅଭିନେତ୍ରୀ ଖୁସବୁ

ନୂଆଦିଲ୍ଲୀ : କଂଗ୍ରେସ ସହ ଦୀର୍ଘ ୬ ବର୍ଷର ସମ୍ପର୍କ ଛିନ୍ନ କରି ଆଜି ଅଭିନେତ୍ରୀ ଖୁସବୁ ସୁନ୍ଦର ବିଜେପିରେ ସାମିଲ ହୋଇଛନ୍ତି। ସୋମବାର ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଖୁସବୁ ଦଳର ସାଧାରଣ ସମ୍ପାଦକ ସିଟି ରବି, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ମତାମତ ଦିଅନ୍ତୁ ।