ପାରାଦୀପରେ ଟ୍ରଲର ଓଲଟି ୪ ନିଖୋଜ

ଜଗତସିଂହପୁର : ପାରଦୀପ ମାଛ ଧରା ବନ୍ଦରରୁ ମା’ ମିନି ନାମକ ଏକ ଟ୍ରଲର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ଦିଗ ଜାଣି ନ ପାରିବାରୁ ଟ୍ରଲରଟି ବୁଡି ରହିଥିବା ବ୍ଲାକରୋଜରେ ଟ୍ରଲର ପିଟି ହୋଇ ଓଲଟି ପଡିଥିଲା। ୯ ଜଣ ନିଖୋଜ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କର ପତ୍ତା ମିଳିନାହିଁ। ଏହା ଏଭଳି ଏକ ଦୁର୍ଘଟଣା ଘଟିଥିଲା।

ମତାମତ ଦିଅନ୍ତୁ ।