ପଥରରେ ଛେଚି ଯୁବକଙ୍କୁ ହତ୍ୟା

ବରଗଡ : ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୫ ସାହାରାପଡା ଛକ ନିକଟରୁ ଉଲଗ୍ନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପଥରରେ ଛେଚି ହତ୍ୟା କରାଯାଇଥିବା ମୃତକଙ୍କ ପରିଚୟ ମିଳିପାରିନାହିଁ।

ଖବର ଅନୁଯାୟୀ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button