ପେଚା ଦେଖିଲେ କ’ଣ ହୁଏ

ପେଚା ମା’ ଲକ୍ଷ୍ମୀଙ୍କର ବାହନ। ସେ ଦୃଷ୍ଟିରୁ ପେଚା ଅଶୁଭ ନୁହେଁ। କିନ୍ତୁ କେତେକ ସ୍ଥାନରେ ଅଶୁଭ। ପୂର୍ବରୁ ଯାହା କୁହାଯାଇଛି ଆଜି ମଧ୍ୟ ଲୋକେ ତା’କୁ ବିଶ୍ଵାସ କରୁଛନ୍ତି। ଅବଶ୍ୟ ଏ ସମ୍ପର୍କରେ ଅନେକ କଥା ରହିଛି। ସ୍ଥଳବିଶେଷରେ ପେଚା ଅଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଛି। ଏହାର ଅର୍ଥ ପେଚା ଶୁଭ ନା ଅଶୁଭ ସେ ସମ୍ପର୍କରେ ଆମକୁ ସଠିକ ବେବ ଜଣାନାହିଁ। ତେବେ ଆସନ୍ତୁ ପେଚାକୁ ନେଇ କୁହାଯାଇଥିବା କିଛି କଥା ବିଷୟରେ ଜାଣିବା।

୧- ସକାଳେ ପୂର୍ବ ଦିଗରେ ପେଚା ଦେଖିଲେ ଧନପ୍ରାପ୍ତି ହେବାର ସମ୍ଭାବନା ଥାଏ।

୨- ନିଜର ଆଖପାଖରେ ପେଚା ବୁଲୁଥିବା ଦେଖିଲେ ମା’ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ବୋଲି ଧରିନେବାକୁ ହେବ।

୩- ଯାତ୍ରା ସମୟରେ ରାସ୍ତାରେ ଯଦି ପେଚା ଦେଖନ୍ତି ଓ ପେଚାର ଆଖି ଆପଣଙ୍କ ଆଖି ସହିତ ମିଶେ ତେବେ ଅମାପ ଧନପ୍ରାପ୍ତିର ସମ୍ଭାବନା ରହିଛି।

୪- କୌଣସି ରୋଗୀକୁ ପେଚା ଛୁଇଁଦିଏ କିମ୍ଵା ମୁଣ୍ଡ ଉପର ଦେଇ ଉଡିଯାଏ ତେବେ ରୋଗୀର ରୋଗ ଦୂର ହୋଇଯାଏ।

୫- ଦକ୍ଷିଣ ପଟେ ପେଚା ଦେଖିଲେ କିମ୍ବା ଫେଚା ରାବିବା ଶୁଣଲେ ତାହା ଅଶୁଭ ହୋଇଥାଏ।

୬- ଘରର ଛାତ ଉପରେ ବସି ପେଚା ରାବିଲେ କୌଣସି ସଦସ୍ୟଙ୍କ ମୃତ୍ୟ ହେବାର ସୂଚନା ଦିଏ।

Leave a Reply

Your email address will not be published. Required fields are marked *

Back to top button