ପେଟ୍ରୋଲ ଓ ଡିଜେଲ ଦର କମିଲା

ଭୁବନେଶ୍ଵର : ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ହୋଇଛି। ପେଟ୍ରୋଲ ଲିଟରରେ ୨୨ ପଇସା କମିଥିବା ବେଳେ ଡିଜେଲ ଦର ୨୬ ପଇସା କମିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୯୧.୨୮ ଓ ଡିଜେଲ ଲିଟର ୮୮.୧୩ ଟଙ୍କାକୁ ଖସି ଆସିଛି। ଖବର ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଯୋଗୁ ଘରୋଇ ବଜାର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button