ଫ୍ରାନ୍ସ ରଦ୍ଦକଲା ୧୮୩ ଜଣ ପାକିସ୍ତାନୀଙ୍କ ଭିସା

ନୂଆଦିଲ୍ଲୀ : ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ୧୮୩ଜଣ ପାକିସ୍ତାନୀଙ୍କ ରଦ୍ଦ ହୋଇଛି। ଏହି ତାଲିକାରେ ରହିଛି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ମୁଖ୍ୟ ଶୁଜା ପାଶାଙ୍କ ଭଉଣୀଙ୍କ ନାମ। ସେଠାରେ ସେ ଶାଶୁଙ୍କ ସେବା କରୁଥିବାରୁ ପାକିସ୍ତାନୀ ଦୂତାବାସ ପକ୍ଷରୁ ତାଙ୍କ ପାଇଁ ସ୍ୱତନ୍ତ୍ର ଆବେଦନ କରାଯାଇଛି।

ଫ୍ରାନ୍ସରେ ପେଗାମ୍ବର ମହମ୍ମଦଙ୍କ ଛପାଯାଇଥିବା କାର୍ଟୁନ୍ ପାଇଁ ବିବାଦ ଦେଖାଦେଇଥିଲା। ପରେ ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ କାର୍ଟୁନ୍ ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନ ସମେତ ଅନ୍ୟ ମୁସଲମାନ ଦେଶମାନେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମୈକ୍ରୋଙ୍କୁ ନିନ୍ଦା କରିଛନ୍ତି।

ମତାମତ ଦିଅନ୍ତୁ ।