ପିଏମ୍‌ କିଷାନ ଟଙ୍କା ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ

ଭୁବନେଶ୍ୱର : ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ପାଇବେ ପିଏମ୍‌ କିଷାନ ଯୋଜନାର ଟଙ୍କା। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button