ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଜନସ୍ୱାର୍ଥ ମାମଲା

0

କଟକ : ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟୁନ ୪ ମାସ ଯାଏଁ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ସେ ଆବେଦନ କରଛନ୍ତି।

ସୂଚନାଯୋଗ୍ୟ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ପରଲୋକ ହେବାରୁ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ ରହିଥିଲା। ସାନି ବିଜ୍ଞପ୍ତି ଅନୁଯାୟୀ ପ୍ରଥମେ ମେ’ ୧୩ ଓ ପରେ ଇଦୁଲଫିଦର ଯୋଗୁଁ ମେ’ ୧୬କୁ ଭୋଟ ଗ୍ରହଣ ତାରିଖ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.