ପିପିଲି ଉପନିର୍ବାଚନ ପ୍ରଚାର ବେଳେ ହିଂସା : ୩ ଆହତ

ପୁରୀ : ପିପିଲିରେ ନିର୍ବାଚନମଣ୍ଡଳୀ ଡେଲାଙ୍ଗର ବ୍ରାହ୍ମଣବାଡ ଗାଁରେ ପ୍ରଚାର ବେଳେ ଆଜି ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ମନୋରଞ୍ଜନ ବରାଳ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମନୋରଞ୍ଜନଙ୍କୁ ସ୍ଥାନୀୟ ହସପିଟାଲ ପରେ ଭର୍ତ୍ତି କରିଥିଲେ। ପରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତା ଅବରୋଧ କରାଯାଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button