ପୋଲସରା ବିଧାୟକଙ୍କୁ କରୋନା

ବ୍ରହ୍ମପୁର : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ପଜିଟିଭ୍। ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ବିଧାୟକ ଶ୍ରୀ ସାହୁ ନିଜେ ସୂଚନା ଦେଇଛନ୍ତି। ତାଙ୍କୁ ଜ୍ୱର ହେଉଥିଲା। ଗତ ୨୨ ତାରିଖ ଦିନ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ଏବେ ଘରୋଇ ସଙ୍ଗରୋଧରେ ରହିଛନ୍ତି।

ମତାମତ ଦିଅନ୍ତୁ ।