ପ୍ରୀତି ସ୍ଵାଗତିକା ଓ ଜ୍ୟୋତି ରଞ୍ଜନଙ୍କୁ ନୂଆ ଦାୟିତ୍ଵ

ଭୁବନେଶ୍ଵର : ଅଲ ଓଡିଶା ଟେକିନିକାଲ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଛାତ୍ର ସଂଘର ଦୁଇଜଣଙ୍କୁ ନୂଆ ଦାୟିତ୍ଵ ମିଳିଛି। ଛାତ୍ର ସଂଘର ଆବାହକ ଇଂ ରଶ୍ମୀରଞ୍ଜନ ଦାସ ପ୍ରୀତି ସ୍ଵାଗତିକା ମିଶ୍ରଙ୍କୁ ବାଳିକା ବିଭାଗର ମୁଖ୍ୟ ଓ ଜ୍ୟୋତି ରଞ୍ଜନ ପାଲଙ୍କୁ ଆଟି ସେଲର ମୁଖ୍ୟ ଭାବେ ଅନୁମୋଦନ କରିଛନ୍ତି। ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।