ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ

0

ଭୁବନେଶ୍ୱର : ପୁରୀରୁ ଆଜି ଛାଡ଼ିବାକୁ ଥିବା ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ସେହିପରି ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି। ସେଥିପାଇଁ ଯାତ୍ରୀମାନେ ଖାଦ୍ୟ ବ୍ୟବସ୍ଥା କରି ଯାତ୍ରା କରିବାକୁ ଦିଆଯାଇଛି ପରାମର୍ଶ। ଏ ସମ୍ପର୍କରେ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.