ପୁରୀ ହାଜତ ମୃତ୍ୟୁ ମାମଲା: ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ : ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲାରେ ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଦେଇଛନ୍ତି। ଶରତ କୁମାର ରାୟଗୁରୁ କରିଥିବା ଜନସ୍ଵାର୍ଥ ମାମଲାକୁ ଗ୍ରହଣ କରି ହାଇକୋର୍ଟ ଏହି ଜବାବ ତଲବ କରିଛନ୍ତି। ଅନ୍ୟପକ୍ଷରେ ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ଓଡିଶା ମାନବାଧିକାର କମିଶନରେ ପହଞ୍ଚିଛି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ମତାମତ ଦିଅନ୍ତୁ ।