ରାହୁଲ ଗାନ୍ଧୀଙ୍କୁ କରୋନା

0

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି କରୋନାର ସାମାନ୍ୟ ଲକ୍ଷଣ ଥିଲା। କିନ୍ତୁ ଟେଷ୍ଟ ରିପୋର୍ଟରେ ପଜିଟିଭ ଆସିଛି। ତେଣୁ ସର୍ମ୍ପକରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ ଗାଇଡଲାଇନ ମାନିବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.