ରାଜଧାନୀରୁ ୨ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଚେକିଂ ସମୟରେ ଧରାପଡିଥିବା ଏହି ବେପାରୀଙ୍କ ନିକଟରୁ ଚୋରା ବନ୍ଧୁକ ଓ ବାଇକ ଜବତ କରାଯାଇଛି। ଏ ଦୁଇଜଣ ହେଲେ ଯଦୁପୁର ଅଞ୍ଚଳର ପାଟୁ ଓରଫ୍ କାବୁଲା ଖାନ୍ ଓ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର କୋନୋ ଓରଫ୍ ଶେକ୍ ତେହସିଲ୍।

ମତାମତ ଦିଅନ୍ତୁ ।