ରାଜ୍ୟରୁ ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୩୫ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁରୁବାର ତଥ୍ୟ ଅନୁଯାୟୀ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୩, ଭଦ୍ରକରେ ଜଣେ, କନ୍ଧମାଳ ଜିଲ୍ଲାରେ ଜଣେ, କେନ୍ଦୁଝରରେ ଜଣେ, ନବଗଙ୍ଗପୁର, ନୟାଗଡ଼ ଜିଲ୍ଲାରେ ଜଣେ ଲେଖା ଓ ସୁନ୍ଦରଗଡ଼ରେ ୨ ଜଣ ରହିଛନ୍ତି।

ମତାମତ ଦିଅନ୍ତୁ ।