ରାସ୍ତାରେ ଶିଶୁର କଟାମୁଣ୍ଡ

ଅନୁଗୁଳ : ରାସ୍ତା ଉପରେ ପଡିଛି ନବଜାତ ଶିଶୁର କଟାମୁଣ୍ଡ। ଅନୁଗୁଳ ଜିଲ୍ଲା ମିଶ୍ରପଡ଼ାରେ ଏହା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଆଜି ସକାଳେ ମିଶ୍ରପଡ଼ାର ଲୋକେ ରାସ୍ତାରେ ଏକ ନବଜାତ ଶିଶୁର କଟାମୁଣ୍ଡ ପଡିଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଶିଶୁଟିର ଶରୀର ଆଖପାଖରେ କେଉଁଠି ଦେଖିବାକୁ ନ ମିଳିବାରୁ ସେମାନେ ଅନୁଗୋଳ ଥାନାକୁ ଖବର ଦେଇଥିଲେ। ତେବେ କୁକୁରମାନେ ମୁଣ୍ଡଟିକୁ କେଉଁଠୁ ଆଣି ପକାଇଥିବେ ବୋଲି ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।