ରାଶିଫଳ

ରାଶିଫଳ (ଶୁକ୍ରବାର)

ଶ୍ରାବଣ (କର୍କଟ) ୯ ଦିନ ଜୁଲାଇ ୨୪ ତାରିଖ, ୨୦୨୦
ମେଷ: ଆଜି ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ କରନ୍ତୁ । ମନୋଭାବ ଦୃଢ଼ କରନ୍ତୁ । ଦିନଟି ସାରା ସବୁ ଠିକ୍ ଚାଲିବ ।
ବୃଷ: ଆପଣ ଆଜି ଭୟଭୀତ ହୋଇପାରନ୍ତି । ମନ ବ୍ୟାକୁଳ ହୋଇପାରେ । ମା’ କାଳୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମିଥୁନ: ଆପଣଙ୍କର ଆଜି ପ୍ରାଧାନ୍ୟ ବଢ଼ିବ । ଶରୀର ସୁସ୍ଥ ରହିବ । ଆୟ ଭଲ ହେବ ।
କର୍କଟ: ଆଜି ଆପଣଙ୍କର ଘାତ ଚନ୍ଦ୍ର । ସତର୍କର ସହ କାର୍ଯ୍ୟ କରନ୍ତୁ । ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ ଲାଘବ ହେବ ।
ସିଂହ: ଆପଣ ଆଜି ସୁଖ ସନ୍ତୋଷ ଲାଭ କରିବେ । ଦେହ ସୁସ୍ଥ ରହିବ । ଆୟ ମଧ୍ୟ ଭଲ ହେବ ।
କନ୍ୟା: ଚିନ୍ତାଗ୍ରସ୍ତ ହେବେ । ମନରେ ଅସନ୍ତୋଷ ଭାବ ଜାଗ୍ରଗତ ହୋଇପାରେ । ଭଗବାନ ବଜରଙ୍ଗବାଲୀଙ୍କୁ ଧ୍ୟାନ କରନ୍ତୁ ଲାଘବ ହେବ ।
ତୂଳା: ସୁଖପ୍ରାପ୍ତି ହେବ । ଆୟ ଭଲ ହେବ । ଶରୀର ସୁସ୍ଥ ରହିବ । ସହଯୋଗ ମିଳିପାରେ ।
ବିଛା: କାର୍ଯ୍ୟ ସଫଳ ଯୋଗ ରହିଛି । ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ । ସ୍ୱାଦିଷ୍ଟ ଭୋଜନ ମିଳିପାରେ ।
ଧନୁ: ଆଜି ଆପଣଙ୍କର ଯଶ ବୃଦ୍ଧି ହେବ । ବନ୍ଧୁମାନେ ସହଯୋଗ କରିବେ । ଆୟ ଭଲ ହେବ ।
ମକର: ଶରୀର ପୀଡ଼ା ଦେଖଶଯିବ । ସାମାନ୍ୟ ଅସନ୍ତୋଷ ଅନୁଭବ କରିବେ । ଆୟ ସ୍ଥିର ରହିବ ।
କୁମ୍ଭ: ପ୍ରୀତିଲାଭ ଯୋଗ ରହିଛି । ସହଯୋଗ ପ୍ରାପ୍ତି ହେବ । ଆୟ ଭଲ ହେବାର ସମ୍ଭାବନା ରହିଛି ।
ମୀନ: ଅହଙ୍କାର ବୃଦ୍ଧି ହୋଇପାରେ । ସହଯୋଗ କମ୍ ମିଳିବ । ଆୟ ସ୍ଥିର ରହିବ ।

ମତାମତ ଦିଅନ୍ତୁ ।

Back to top button