ରାଶିଫଳ

ରାଶିଫଳ (ଶୁକ୍ରବାର)

ଶ୍ରାବଣ (କର୍କଟ) ୨ ଦିନ ଜୁଲାଇ ୧୭ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର କାର୍ଯ୍ୟରେ ବିଳମ୍ବ ଘଟିବ । ସହଯୋଗ କମ୍ ମିଳିବ । ଆୟ ସ୍ଥିର ରହିବ ।
ବୃଷ: ଆପଣ ଆଜି ଆଶାବାଦୀ ହେବେ । ଶରୀର ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ମିଥୁନ: ଆଜି ଆପଣ ପ୍ରତାରଣାର ଶିକାର ହୋଇପାରନ୍ତି । ସତର୍କ ରୁହନ୍ତୁ । ମା’ କାଳୀଙ୍କୁ ଉପାସନା କରନ୍ତୁ ।
କର୍କଟ: ଆପଣଙ୍କର ଆଜି ମନ ପ୍ରସନ୍ନ ରହିବ । ଦେହ ଭଲ ରହିବ । ଆୟ ମଧ୍ୟ ଭଲ ହୋଇପାରେ ।
ସିଂହ: ଆଜି ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ । ସହଯୋଗ ମିଳିବ । ଆୟ ମଧ୍ୟ ଭଲ ହୋଇପାରେ ।
କନ୍ୟା: ଆପଣ ଆଜି ଅଧିକ ପରିଶ୍ରମ କରିପାରନ୍ତି । ଶାରୀରିକ ଅସୁସ୍ଥତା ସାମାନ୍ୟ ପରିଲକ୍ଷିତ ହୋଇପାରେ । ଆୟ ସ୍ଥିର ରହିବ ।
ତୂଳା: ଧନ କ୍ଷୟ ଯୋଗ ରହିଛି । ସତର୍କ ରହି ଖର୍ଚ୍ଚ କରନ୍ତୁ । ମା’ ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ବିଛା: ଶାରୀରିକ ପୀଡ଼ା ଦେଖାଦେଇପାରେ । ମନ ସାମାନ୍ୟ ଅଶାନ୍ତି ରହିବ । ଆୟ ସ୍ଥିର ରହିବ ।
ଧନୁ: ଅହଙ୍କାର ପ୍ରଦର୍ଶନ କରି ନିନ୍ଦିତ ହୋଇପାରନ୍ତି । ସତର୍କ ରୁହନ୍ତୁ । ଭଗବାନ ହନୁମାନଙ୍କୁ ସ୍ମରଣ କରନ୍ତୁ ଲାଘବ ହେବ । ଆଜି ଆପଣଙ୍କର ଆୟ ସ୍ଥିର ରହିବ ।
ମକର: କୌଣସି ସମସ୍ୟା ବିଷୟରେ ଆପଣ କାହାକୁ ପରାମର୍ଶ ଦେଇପାରନ୍ତି । ଦେହ ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
କୁମ୍ଭ: ଆଜି ଆପଣ କୌଣସି ବ୍ୟକ୍ତିଙ୍କ ଉପଦେଶକୁ ପ୍ରତ୍ୟାଖ୍ୟାନ କରିପାରନ୍ତି । ମନରେ ସାମାନ୍ୟ ଅଶାନ୍ତି ଉପୁଜିବ । ଆୟ ସ୍ଥିର ରହିବ ।
ମୀନ: ଆଜି ଆପଣଙ୍କର କାର୍ଯ୍ୟ ସଫଳ ଯୋଗ ରହିଛି । ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ । ଆୟ ଭଲ ହେବାର ସମ୍ଭାବନା ରହିଛି ।

ମତାମତ ଦିଅନ୍ତୁ ।

Back to top button