ରାଶିଫଳ

ରାଶିଫଳ (ମଙ୍ଗଳବାର)

ଆଷାଢ (ମିଥୁନ) ୩୦ ଦିନ ଜୁଲାଇ ୧୪ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର ରହିଛି । ସର୍ବକୁଶଳ ଅନୁଭୂତ ହେବ । ଦିନଟି ଉତ୍ତମ ଫଳଦାୟକ ହେବ ।
ବୃଷ: କୌଣସି ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି । ସତର୍କ ରୁହନ୍ତୁ । ସୂର୍ଯ୍ୟଦେବଙ୍କୁ ଉପାସନା କରନ୍ତୁ ।
ମିଥୁନ: ପ୍ରାଧାନ୍ୟତା ବୃଦ୍ଧି ହେବ । ଆୟ ଅପେକ୍ଷାକୃତ ଅଧିକ । ଶରୀର ସୁସ୍ଥ ରହିବ ।
କର୍କଟ: ସାରା ଦିନ ଆପଣ କର୍ମତତ୍ପର ରହିବେ । ଆୟ ଭଲ ହେବ । ସହଯୋଗ ମିଳିବ ।
ସିଂହ: ସତ୍‌ସଙ୍ଗ ଲାଭ କରିବେ । ମନ ପ୍ରଫୁଲ୍ଲ ରହିବ । ଆୟ ସ୍ଥିର ରହିବ ।
କନ୍ୟା: ଶରୀର ପୀଡ଼ା ଦେଖାଦେଇପାରେ । ମନ ଚଞ୍ଚଳ ହେବ । ଆୟ ସାମାନ୍ୟ କମିଯାଇପାରେ ।
ତୂଳା: ସୁଖ ସମ୍ପଦ ପ୍ରାପ୍ତି ହେବ । ସହଯୋଗ ମିଳିବ । ଦିନଟି ଉତ୍ତମ ଫଳଦାୟକ ହେବ ।
ବିଛା: କ୍ରୋଧ ବୃଦ୍ଧି ହେବାର ଯୋଗ ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ଶନିଦେବଙ୍କୁ ଉପାସନା କରନ୍ତୁ ।
ଧନୁ: ଆଲୋଚନାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇପାରନ୍ତି । ସହଯୋଗ ପ୍ରାପ୍ତି ହେବ । ଆୟ ସ୍ଥିର ରହିବ ।
ମକର: ବାଦାନୁବାଦ ଭିତରେ ଦିନଟି କଟିବ । ଆୟ ସ୍ଥିର ରହିବ । ଦେହ ସୁସ୍ଥ ରହିବ ।
କୁମ୍ଭ: ବହୁ ପରିଶ୍ରମ କରିବାକୁ ପଡ଼ିବ । ମନ ବ୍ୟାକୁଳ ହୋଇପାରେ । ଆୟ ସ୍ଥିର ରହିବ ।
ମୀନ: ଆଳସ୍ୟ ବୃଦ୍ଧି ହୋଇପାରେ । ଦେହ ସୁସ୍ଥ ରହିବ । ଆୟ ସାମାନ୍ୟ କମ୍ ହେବ ।

ମତାମତ ଦିଅନ୍ତୁ ।

Back to top button