ରାଶିଫଳ

ରାଶିଫଳ (ରବିବାର)

ଆଷାଢ (ମିଥୁନ) ୨୮ ଦିନ ଜୁଲାଇ ୧୨ ତାରିଖ, ୨୦୨୦
ମେଷ: ପ୍ରତାରଣାର ଶିକାର ହୋଇପାରନ୍ତି । ଆୟ କମ୍ ହେବ । ମନ ସାମାନ୍ୟ ଅସ୍ଥିର ରହିବ ।
ବୃଷ: ପଥରୋଧ ଯୋଗ ରହିଛି । ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ ଲାଘବ ହେବ ।
ମିଥୁନ: ସମ୍ମାନ ଲାଭ ଯୋଗ ରହିଛି । ସହଯୋଗ ମିଳିବ । ଦିନଟି ଭଲରେ କଟିବ ।
କର୍କଟ: ପରୋପକାର କରି ଆନନ୍ଦ ଅନୁଭବ କରିବେ । ଦେହ ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ସିଂହ: ଧନ କ୍ଷୟ ଯୋଗ ରହିଛି । ସତର୍କ ରୁହନ୍ତୁ । ମାତା ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ।
କନ୍ୟା: ବନ୍ଧୁ ମିଳନ ହେବ । ସହଯୋଗ ମିଳିବ । ଆୟ ଅଧିକ ହୋଇପାରେ । ଦିନଟି ଭଲରେ କଟିବ ।
ତୂଳା: କ୍ରୋଧ ବୃଦ୍ଧି ହେବାର ଯୋଗ ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ସୂର୍ଯ୍ୟୋଦେବଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ବିଛା: ଚିନ୍ତାଗ୍ରସ୍ତ ହେବେ । ମନ ସାମାନ୍ୟ ଦୁର୍ବଳ ହେବ । ଆୟ ସ୍ଥିର ରହିବ । ଦିନଟି ମଧ୍ୟମ ଫଳଦାୟକ ହେବ ।
ଧନୁ: ଅପବାଦ ପ୍ରାପ୍ତି ହୋଇପାରେ । ସତର୍କ ରହି କାର୍ଯ୍ୟ କରନ୍ତୁ । ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ଲାଘବ ହେବ ।
ମକର: ଆପଣଙ୍କର କାର୍ଯ୍ୟସିଦ୍ଧି ଯୋଗ ରହିଛି । ଆୟ ଭଲ ରହିବ । ଦିନଟି ଭଲରେ କଟିବ ।
କୁମ୍ଭ: ମନ ଆକୁଳିତ ହେବ । ଆୟ କମ୍ ହୋଇପାରେ । ଦେହ ସୁସ୍ଥ ରହିବ ।
ମୀନ: ଆପଣଙ୍କର ଆଜି ଶ୍ରୀଚନ୍ଦ୍ର । ସର୍ବକୁଶଳ ଅନୁଭୂତ ହେବ । ଦିନଟି ଭଲରେ କଟିବ ।

ମତାମତ ଦିଅନ୍ତୁ ।

Back to top button