ରାଶିଫଳ (ଶନିବାର)

କାର୍ତ୍ତିକ (ତୁଳା) ୨୯ ଦିନ ନଭେମ୍ବର ୧୪ ତାରିଖ ୨୦୨୦
ମେଷ – ମିତ୍ରଲାଭ ଯୋଗ ରହିଛି। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବୃଷ – ଦୁଃସାହସିକ କାର୍ଯ୍ୟ କରିବେ। ମନୋବଳ ବୃଦ୍ଧି ପାଇବ। ସହଯୋଗ ମିଳିବ।
ମିଥୁନ – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ଅଛି।
କର୍କଟ – ଉଦବେଗ ବୃଦ୍ଧି ହେବ। ମାନସିକ ଅସନ୍ତୋଷ ଦେଖାଦେଇ ପାରେ। ପାରିବାରିକ ସହଯୋଗ ମିଳିବ।
ସିଂହ – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବାର ସମ୍ଭାବନା ଅଛି।
କନ୍ୟା – ଲୋଭଗ୍ରସ୍ତ ହୋଇପାରନ୍ତି। ବନ୍ଧୁ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
ତୁଳା – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବିଛା – କାର୍ଯ୍ୟହାନୀ ଘଟିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ଧନୁ – ଉତ୍ସାହିତ ହେବେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ରହିଛି।
ମକର – ଉତ୍ସାହ ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କୁମ୍ଭ – ପରୋପକାର କରି ପାରନ୍ତି। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମୀନ – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।

ମତାମତ ଦିଅନ୍ତୁ ।