ରାଶିଫଳ

ରାଶିଫଳ (ଶନିବାର)

ଶ୍ରାବଣ (କର୍କଟ) ୧୦ ଦିନ ଜୁଲାଇ ୨୫ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ଲେଖାପଢ଼ାରେ ଅଧିକ ସମୟ ବିତାଇବେ । ମାନସିକ ଶାନ୍ତି ଅନୁଭବ କରିବେ । ଶରୀର ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ବୃଷ: ଆପଣ ଆଜି ନିରବଦ୍ରଷ୍ଟା ରହିବେ । ମନରେ ବିଦ୍ରୋହ ଭାବ ଜାଗ୍ରତ ହୋଇପାରେ । ଦେହ ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ମିଥୁନ: କୌଣସି ଘଟଣାକୁ ଆପଣ ଆଜି ପ୍ରତିହତ କରିପାରନ୍ତି । ସହଯୋଗ ମିଳିବ । ଆୟ ସାମାନ୍ୟ କମ୍ ହୋଇପାରେ ।
କର୍କଟ: ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ସହଯୋଗ ମିଳିବ ।
ସିଂହ: ଆଶାବାଦୀ ହେବେ । ଚଞ୍ଚଳମନା ରହିବେ । ଆୟ ଠିକ୍ ରହିବ । ସହଯୋଗ ମିଳିବ ।
କନ୍ୟା: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର ରହିଛି । ସର୍ବକୁଶଳ ଅନୁଭୂତ ହେବ ।
ତୂଳା: କାର୍ଯ୍ୟହାନୀ ଘଟିପାରେ । ସହଯୋଗ କମ୍ ମିଳିବ । ଓଁକାର ମନ୍ତ୍ର ଜପ କରନ୍ତୁ ଲାଘବ ହେବ ।
ବିଛା: ଉତ୍ତମ ଆୟ ହେବାର ଯୋଗ ରହିଛି । ଶରୀର ସୁସ୍ଥ ରହିବ । ସହଯୋଗ ମିଳିବ ।
ଧନୁ: ସୁଖହାନୀ ଘଟିବାର ଯୋଗ ରହିଛି । ଭଗବାନ ବିଷ୍ଣୁଙ୍କ ଉପାସନା କରନ୍ତୁ ଲାଘବ ହେବ ।
ମକର: ଆଜି ଆପଣ ଆତ୍ମ ସନ୍ତୋଷ ଲାଭ କରିବେ । ମନରେ ନୂତନ ଆଶା ଜାଗ୍ରତ ହେବ । ଆୟ ଠିକ୍ ରହିବ ।
କୁମ୍ଭ: ସୁଖ ସନ୍ତୋଷ ଲାଭ କରିବେ । ଦିନଟି ଉତ୍ତମ ଫଳଦାୟକ ହେବାର ଯୋଗ ରହିଛି ।
ମୀନ: ଦୁଃସାହସିକ କାର୍ଯ୍ୟ କରିପାରନ୍ତି । ସହଯୋଗ ପ୍ରାପ୍ତି ହେବ । ଆୟ ସ୍ଥିର ରହିବ ।

ମତାମତ ଦିଅନ୍ତୁ ।

Back to top button