ରାଶିଫଳ (ରବିବାର)

ଶ୍ରାବଣ (କର୍କଟ) ୨୫ ଦିନ ଅଗଷ୍ଟ ୯ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର । ସର୍ବକୁଶଳ ଅନୁଭୂତ ହେବ । ଦିନଟି ଭଲରେ କଟିବାର ଯୋଗ ରହିଛି ।
ବୃଷ: ବ୍ୟୟଯୋଗ ରହିଛି । ସତର୍କର ସହ ଖର୍ଚ୍ଚ କରନ୍ତୁ । ମା’ ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ।
ମଥୁନ: ଆଜି ଆପଣଙ୍କୁ ଆଦର ସମ୍ମାନ ପ୍ରାପ୍ତି ହେବ । ଶରୀର ସୁସ୍ଥ ରହିବ । ଆୟ ଭଲ ରହିବ ।
କର୍କଟ: ପରିଶ୍ରମ ଅଧିକ ହୋଇପାରେ । ସହଯୋଗ ମିଳିପାରେ । ଆୟ ସ୍ଥିର ରହିବ ।
ସିଂହ: ଆଳସ୍ୟ ପରାୟଣ ହେବେ । ସହଯୋଗ ମିଳିବ । ଆୟ ଠିକ୍ ରହିବ ।
କନ୍ୟା: ଆନନ୍ଦ ଉତ୍ସବରେ ଦିନଟି କଟିବ । ଶରୀର ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ତୂଳା: ବନ୍ଧୁ ମିଳନ ଯୋଗ ରହିଛି । ସହଯୋଗ ମିଳିବା ସହିତ ଆୟ ଭଲ ହେବ ।
ବିଛା: ଶତୃ ବୃଦ୍ଧି ଘଟିବ । ଦେହ ଭଲ ରହିବ । ଆୟ ସ୍ଥିର ରହିବ ।
ଧନୁ: ମାନହାନୀ ଘଟିବାର ଯୋଗ ରହିଛି । ମା’ କାଳୀଙ୍କ ଉପାସନା କରନ୍ତୁ ଲାଘବ ହେବ ।
ମକର: ବାଦ ବିବାଦ ଭିତରେ ଦିନଟି କଟିବ । ଶରୀର ସୁସ୍ଥ ରହିବ । ଆୟ ଭଲ ହେବ ।
କୁମ୍ଭ: ପରାଧୀନ ହୋଇ କାର୍ଯ୍ୟ କରିବେ । ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
ମୀନ: ଆଶାବାଦୀ ହେବେ । ଶରୀର ସୁସ୍ଥ ରହିବ । ଆୟ ଭଲ ହେବ ।

ମତାମତ ଦିଅନ୍ତୁ ।