ରାଶିଫଳ (ମଙ୍ଗଳବାର)

ଶ୍ରାବଣ (କର୍କଟ) ୨୦ ଦିନ ଅଗଷ୍ଟ ୪ ତାରିଖ, ୨୦୨୦
ମେଷ: ଭଲ ଆୟ ହେବାର ଯୋଗ ରହିଛି । କର୍ମତତ୍ପର ହୁଅନ୍ତୁ ।
ବୃଷ: ଆଜି ଆପଣ କର୍ତ୍ତବ୍ୟ ନିଷ୍ଠାର ସହ କାର୍ଯ୍ୟ କରିବେ । ସହଯୋଗ ମିଳିବ । ଆୟ ଭଲ ହେବ ।
ମିଥୁନ: ଆପଣଙ୍କର ଆଜି ସେବା ପୂଜାରେ ଅଧିକ ସମୟ କଟିବ । ସହଯୋଗ ମିଳିବ । ଆୟ ଭଲ ହେବ ।
କର୍କଟ: ସୁଖହାନୀ ଘଟିପାରେ । ମନ ସାମାନ୍ୟ ଅସ୍ଥିର ରହିବ । ବଗଳାମୁଖୀ ସ୍ତ୍ରୋତ ପାଠ କରନ୍ତୁ ଲାଘବ ହେବ ।
ସିଂହ: କାର୍ଯ୍ୟ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ମିଳିବ । ଆୟ ଭଲ ହେବ । ଦେହ ସୁସ୍ଥ ରହିବ ।
କନ୍ୟା: ଲେଖାପଢ଼ାରେ ଅଧିକ ସମୟ କଟିବ । ପାରିବାରିକ ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
ତୂଳା: ମାନହାନୀ ଘଟିପାରେ । ସତର୍କ ରୁହନ୍ତୁ । ମା’ ଦୁର୍ଗାଙ୍କ ଉପାସନା କରନ୍ତୁ ଲାଘବ ହେବ ।
ବିଛା: କାର୍ଯ୍ୟ କ୍ଷେତ୍ରରେ ପ୍ରତିରୋଧର ସାମନା କରିବେ । ସହଯୋଗ ମିଳିବାରେ ବାଧା ଉପୁଜିପାରେ । ମାତା କାଳୀଙ୍କ ପୂଜା କରନ୍ତୁ ।
ଧନୁ: ପରିଶ୍ରମ ଅଧିକ ହୋଇପାରେ । ଆୟ ସ୍ଥିର ରହିବ । ଶରୀର ସୁସ୍ଥ ରହିବ ।
ମକର: ସୁଖ ସମ୍ମାନ ପ୍ରାପ୍ତି ହେବ । ଆୟ ଭଲ ହେବ । ସହଯୋଗ ମିଳିବ ।
କୁମ୍ଭ: ସୁଖହାନୀ ଘଟିପାରେ । ମନ ବ୍ୟାକୁଳ ରହିବ । ଆୟ ସ୍ଥିର ରହିବ ।
ମୀନ: ବ୍ୟୟବୃଦ୍ଧି ଘଟିବାର ଯୋଗ ରହିଛି । ସତର୍କର ସହ ଖର୍ଚ୍ଚ କରନ୍ତୁ । ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।

ମତାମତ ଦିଅନ୍ତୁ ।