ରାଶିଫଳ (ଶନିବାର)

ଶ୍ରାବଣ (କର୍କଟ) ୨୪ ଦିନ ଅଗଷ୍ଟ ୮ ତାରିଖ, ୨୦୨୦
ମେଷ: କାର୍ଯ୍ୟହାନୀ ଯୋଗ ରହିଛି । ମା’ କାଳୀଙ୍କ ଉପାସନା କରନ୍ତୁ ଲାଘବ ହେବ । ଦେହ ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ବୃଷ: ପ୍ରସନ୍ନ ଭାବ ଦେଖାଦେବ । ସହଯୋଗ ମିଳିବ । ଆୟ ଭଲ ରହିବ ।
ମିଥୁନ: ଆୟ ଉତ୍ତମ ହେବ । ସହଯୋଗ ମିଳିବ । ଶରୀର ସୁସ୍ଥ ରହିବ ।
କର୍କଟ: ପରଚର୍ଚ୍ଚା କରିବେ । ସହଯୋଗ ମିଳିପାରେ । ଆୟ ସ୍ଥିର ରହିବ ।
ସିଂହ: କାର୍ଯ୍ୟହାନୀ ଯୋଗ ରହିଛି । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
କନ୍ୟା: ପ୍ରିୟାପ୍ରୀତି ପୋଷଣ କରିପାରନ୍ତି । ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
ତୂଳା: ଶତ୍ରୁ ଭୟ ଦେଖାଦେବ । ସହଯୋଗ କମ୍ ମିଳିବ । ଆୟ ସ୍ଥିର ରହିବ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ବିଛା: ପରଚର୍ଚ୍ଚା କରିବେ । ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
ଧନୁ: ଘାତଚନ୍ଦ୍ର ରହିଛି । ସତର୍କର ସହ କାର୍ଯ୍ୟ କରନ୍ତୁ । ଭଗବାନ ହନୁମାନଙ୍କ ଉପାସନା କରନ୍ତୁ ଲାଘବ ହେବ ।
ମକର: ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆୟ ଭଲ ହେବ ।
କୁମ୍ଭ: ଆଳସ୍ୟ ବୃଦ୍ଧି ପାଇବ । ମାନସିକ ଶାନ୍ତି ଅନୁଭବ କରିବେ । ଆୟ ସ୍ଥିର ରହିବ ।
ମୀନ: ସୁଖ ସମ୍ମାନ ପ୍ରାପ୍ତି ହେବ । ଶରୀର ସୁସ୍ଥ ରହିବ । ବନ୍ଧୁମାନେ ସହଯୋଗ କରିବେ ।

ମତାମତ ଦିଅନ୍ତୁ ।