ରାଶିଫଳ (ଶୁକ୍ରବାର)

କାର୍ତ୍ତିକ (ତୁଳା) ୧୪ ଦିନ ଅକ୍ଟୋବର ୩୦ ତାରିଖ ୨୦୨୦
ମେଷ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିପାରେ।
ବୃଷ – ଦ୍ରବ୍ୟଲାଭ ଯୋଗ ରହିଛି। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମିଥୁନ – ଉତ୍ସାହିତ ହେବେ। ସ୍ୱାସ୍ଥ୍ୟ ଠିକ ରହିବ। ଆୟ ସ୍ଥିର ରହିବ।
କର୍କଟ – କର୍ମ ଚଞ୍ଚଳ ରହିବେ। ବନ୍ଧୁ ସହଯୋଗ କରିବେ। ମାନସିକ ଶାନ୍ତି ମିଳିବ।
ସିଂହ – ସେବା ପୂଜା ପ୍ରତି ଆଗ୍ରହ ବଢିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ମନ ସ୍ଥିର ରହିବ।
କନ୍ୟା – ଶାରୀରିକ ପୀଡା ଅନୁଭବ କରିପାରନ୍ତି। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
ତୁଳା – ବନ୍ଧୁ ମିଳନ ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବାର ସମ୍ଭାବନା ଅଛି।
ବିଛା – ଗର୍ବଭାବ ଦେଖାଦେବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ଧନୁ – ଚିନ୍ତାଗ୍ରସ୍ତ ହେବେ। ମନ ଅସ୍ଥିର ରହିବ। ଆୟ କମ ହେବ।
ମକର – କଳହ ଯୋଗ ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ଭଲ ହେବ।
ମୀନ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଭଲ ହେବ।

ମତାମତ ଦିଅନ୍ତୁ ।