ରାଶିଫଳ

ରାଶିଫଳ (ବୁଧବାର)

ପୌଷ (ଧନୁ) ୨୯ ଦିନ, ଜାନୁଆରୀ ୧୩ ତାରିଖ ୨୦୨୧
ମେଷ – ଦାନଧର୍ମ ପ୍ରତି ମନ ବଳାଇବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।
ବୃଷ – ଶାରୀରିକ ପୀଡା ଦେଖାଦେବ। ମନ ଆନ୍ଦୋଳିତ ହୋଇପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମିଥୁନ – ପ୍ରୀତିଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହୋଇପାରେ।
କର୍କଟ – ଅହଂକାର ବୃଦ୍ଧି ହେବ। ନିନ୍ଦିତ ହୋଇପାରନ୍ତି। ଶରୀର ସୁସ୍ଥ ରହିବ।
ସିଂହ – ଅପବାଦର ଶିକାର ହୋଇପାରନ୍ତି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ଭୃତ୍ୟହାନୀ ଯୋଗ ରହିଛି। ମନ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବ।
ତୁଳା – ସାଙ୍ଗଠନିକ କାର୍ଯ୍ୟରେ ଯୋଗଦେବେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ବିଛା – ପରାଧୀନ ରହିବେ। ମାନସିକ କଷ୍ଟ ଅନୁଭୂତ ହେବ। କାର୍ଯ୍ୟ ସଫଳ ହେବ।
ଧନୁ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମକର – ବ୍ୟୟ ବୃଦ୍ଧି ଘଟିବ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ଘାତଚନ୍ଦ୍ର ରହିଛି ସତର୍କ ରୁହନ୍ତୁ। ଭଗବାନ ବିଷ୍ନୁଙ୍କର ଉପାସନା କରନ୍ତୁ।
ମୀନ – କର୍ମତତ୍ପର ରହିବେ। ଆୟ ଭଲ ହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବ।

ମତାମତ ଦିଅନ୍ତୁ ।

Back to top button