ରାଶିଫଳ (ବୁଧବାର)

ଚୈତ୍ର (ମୀନ) ୪ ଦିନ, ମାର୍ଚ୍ଚ ୧୭ ତାରିଖ ୨୦୨୧
ମେଷ – ଆଶାବାଦୀ ହେବେ। ଗୁରୁଜନଙ୍କ ଆର୍ଶୀବାଦ ପ୍ରାପ୍ତିହେବ। ମାନସିକ ଶାନ୍ତି ମିଳିବ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିପାରେ।
ମିଥୁନ – କାର୍ଯ୍ୟହାନୀ ଯୋଗ ରହିଛି। ସହଯୋଗ କମ ମିଳିବ। ଆୟ ସ୍ଥିର ରହିବ।
କର୍କଟ – ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ଠିକ ରହିବ। ଆୟ ଭଲ ହୋଇପାରେ।
ସିଂହ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ପ୍ରଶଂସିତ ହୋଇପାରନ୍ତି। ଯାତ୍ରା ସଫଳ ହେବ।
କନ୍ୟା – ପରୋପକାର କରିବେ। ବନ୍ଧୁ ସହଯୋଗ ମିଳିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ତୁଳା – ଶାରୀରିକ ପୀଡା ଅନୁଭବ କରିବେ। ମନ ଅସନ୍ତୋଷ ରହିବ। ପାରିବାରିକ ସହଯୋଗ ମିଳିବ।
ବିଛା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।
ଧନୁ – କ୍ରୋଧ ବୃଦ୍ଧି ଘଟିବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଆଲୋଚନା କରି କାର୍ଯ୍ୟ କରନ୍ତୁ ସୁଫଳ ପ୍ରାପ୍ତି ହେବ।
ମକର – ଅନାଦର ପ୍ରାପ୍ତି ଯୋଗ ରହିଛି। ଶାଣିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ପ୍ରତିବାଦର ସାମ୍ନା କରିବେ। ମନ ଆନ୍ଦୋଳିତ ହେବ। ଶତ୍ରୁ ଭୟ ଦେଖାଦେଇପାରେ।
ମୀନ – ପରିଶ୍ରମ ଅଧିକ ହେବ। ଆୟ ଠିକ ରହିବ। ପଡୋଷୀଙ୍କ ସହଯୋଗ ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *

Back to top button