ରାଶିଫଳ (ବୁଧବାର)

ଚୈତ୍ର (ମୀନ) ୧୧ ଦିନ, ମାର୍ଚ୍ଚ ୨୪ ତାରିଖ ୨୦୨୧
ମେଷ – ବାଦାନୁବାଦ ଭିତରେ ଦିନଟି କଟିବ। ସହଯୋଗ ମିଳିବ। ଆୟ ଠିକ ରହିବ।
ବୃଷ – ପ୍ରାଧାନ୍ୟ ବୃଦ୍ଧି ଘଟିବ। ଶରୀର ସୁସ୍ଥ ରହିବ। ପ୍ରଶଂସିତ ହୋଇପାରନ୍ତି।
ମିଥୁନ – ଆଶାବାଦୀ ହେବେ। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।
କର୍କଟ – ଶ୍ରୀଚନ୍ଦ ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ସିଂହ – କର୍ମ କ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ଆୟ ବୃଦ୍ଧି ଘଟିବ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ସହଯୋଗ ମିଳିବ।
ତୁଳା – କାର୍ଯ୍ୟ ସଫଳ ହେବ। ଦିନଟି ମଧ୍ୟମ ଫଳଦାୟକ ହୋଇପାରେ।
ବିଛା – ଭ୍ରମଣ ଯୋଗ ରହିଛି। ବନ୍ଧୁ ଦର୍ଶନ ହେବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
ଧନୁ – ଶାରୀରିକ ପୀଡା ଦେଖାଦେଇପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ସୌହାର୍ଦ୍ଧତା ବୃଦ୍ଧି ଘଟିବ। ମାନସିକ ଶାନ୍ତି ମିଳିବ। ଆୟ ଭଲ ହୋଇପାରେ।
କୁମ୍ଭ – ସ୍ଵେଚ୍ଛାଚାର ବୃଦ୍ଧି ହେବ। ଗର୍ବ ଅନୁଭବ କରିବେ। ପାରିବାରିକ ସହଯୋଗ ମିଳିବ।
ମୀନ – ପରାମର୍ଶ କରି କାର୍ଯ୍ୟ କରନ୍ତୁ। ସୁଫଳ ପ୍ରାପ୍ତି ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମନ ସନ୍ତୋଷ ରହିବ।

Leave a Reply

Your email address will not be published. Required fields are marked *

Back to top button