ରାଶିଫଳ (ବୁଧବାର)

0

ବୈଶାଖ (ମେଷ) ୧ ଦିନ, ଏପ୍ରିଲ ୧୪ ତାରିଖ ୨୦୨୧
ମେଷ – ସମ୍ମାନିତ ହେବେ। ଆୟ ଭଲ ରହିବ। ବ୍ୟବସାୟରେ ଲାଭ ହେବ।
ବୃଷ – ବ୍ୟୟ ଅଧିକ ହେବେ। ଶତ୍ରୁ ଭୟ ଦେଖାଦେଇପାରେ। ସହଯୋଗରେ ବାଧା ଉପୁଜିବ।
ମିଥୁନ – ଧନକ୍ଷୟ ଘଟିବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ପରଚର୍ଚ୍ଚା କରିପାରନ୍ତି। ଆୟ ସ୍ଥିର ରହିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ସିଂହ – ଧର୍ଯ୍ୟହାନୀ ଘଟିପାରେ। ମନୋବଳ ଦୃଢ କରନ୍ତୁ। ପଡୋଶୀଙ୍କ ସହଯୋଗ ମିଳିବ।
କନ୍ୟା -ଶାରୀରିକ ପୀଡା ଅନୁଭବ କରିବେ। ମନ ଅସନ୍ତୋଷ ରହିବ। କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ଦେଖାଦେବ।
ତୁଳା – ମାନସିକ ସୁଖ ପ୍ରାପ୍ତି ହେବ। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି।
ବିଛା – ବାଦାନୁବାଦ ଭିତରେ ଦିନଟି କଟିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ସ୍ଥିର ରହିବାର ସମ୍ଭାବନା ରହିଛି।
ଧନୁ – ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମନ ଆନ୍ଦୋଳିତ ହେବ। କଳହ ସୃଷ୍ଟି ହୋଇପାରେ। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ।
ମକର – ବାଦବିବାଦ ଲାଗି ରହିବ। ସହଯୋଗ କମ ମିଳିବ। ଆୟ ଠିକ ରହିବ।
କୁମ୍ଭ – ସମ୍ମାନ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ମନ ପ୍ରଫୁଲ୍ଲ ରହିବ।
ମୀନ – ଆଶାବାଦୀ ହେବେ। ନୂତନ ଯୋଜନା ନେଇ ଚିନ୍ତିତ ରହିବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।

Leave A Reply

Your email address will not be published.