ରାଶିଫଳ (ବୁଧବାର)

ଆଶ୍ଵିନ (କନ୍ୟା) ୨୮ ଦିନ ଅକ୍ଟୋବର ୧୪ ତାରିଖ ୨୦୨୦
ମେଷ – ଆଲୋଚନାରେ ଅଂଶ ଗ୍ରହଣ କରିବେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ବୃଷ – ପ୍ରତିବାଦର ସମ୍ମୁଖୀନ ହୋଇପାରନ୍ତି। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
ମିଥୁନ – କାର୍ଯ୍ୟ ସଫଳ ଯୋଗ ରହିଛି। କର୍ମ ତତ୍ପର ହୁଅନ୍ତୁ।
କର୍କଟ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ସିଂହ – ସ୍ଵାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ବନ୍ଧୁ ସହଯୋଗ କରିବେ। ଶାରୀରିକ ସୁସ୍ଥତା ମିଳିବ।
କନ୍ୟା – ଅଯଥା ଅର୍ଥ ବ୍ୟୟ ହୋଇପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ତୁଳା – କୌଣସି ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ କରିବେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ବିଛା – ଉତ୍ସାହିତ ହେବେ। ସହଯୋଗ ମିଳିବ। ଦିନଟି ଭଲରେ କଟିପାରେ।
ଧନୁ – ଆଶ୍ଵାସନା ପ୍ରାପ୍ତି ହେବ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବାର ସମ୍ଭାବନା ଅଛି।
ମକର – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଶନିଦେବଙ୍କର ଉପାସନା କରନ୍ତୁ।
କୁମ୍ଭ – ପ୍ରସନ୍ନଭାବ ଦେଖାଦେବ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଦିନଟି ପ୍ରାୟ ଭଲରେ କଟିବ।
ମୀନ – ଶତ୍ରୁହାନୀ ଘଟିବ। ମାନସିକ ଶାନ୍ତି ଅନୁଭବ କରିବେ। ଆୟ ଭଲ ହେବାର ସମ୍ଭନ ଅଛି।

ମତାମତ ଦିଅନ୍ତୁ ।