ରାଶିଫଳ (ବୁଧବାର)

କାର୍ତ୍ତିକ (ତୁଳା) ୫ ଦିନ ଅକ୍ଟୋବର ୨୧ ତାରିଖ ୨୦୨୦
ମେଷ – ସୁଖହାନୀ ଘଟିବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ବୃଷ – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଶରୀର ସୁସ୍ଥ ରହିବ।
ମିଥୁନ – ମିତ୍ର ଲାଭ ହେବ। ଆୟ ଭଲ ହୋଇପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବାର ସମ୍ଭାବନା ଅଛି।
କର୍କଟ – ଗର୍ବଭାବ ପ୍ରଦର୍ଶନ କରିବେ। ପାରିବାରିକ ସହଯୋଗ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।
ସିଂହ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ଆୟ ଠିକ ରହିବ। ଲୋକ ସମ୍ପର୍କ ବୃଦ୍ଧି ହୋଇପାରେ।
କନ୍ୟା – ପ୍ରତିଶୋଧ ପରାୟଣ ହେବେ। ମନ ଆନ୍ଦୋଳିତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ।
ତୁଳା – ପ୍ରତିଷ୍ଠା ଲାଭ ହେବ। ଶତ୍ରୁମାନେ ଦୂରେଇ ଯିବେ। ଆୟ ଭଲ ହେବାର ସମ୍ଭାବନା ଅଛି।
ବିଛା – ଆଶାବାଦୀ ହେବେ। ଦୁଃସାହସିକ କାର୍ଯ୍ୟ କରିପାରନ୍ତି। ମାନସିକ ଶାନ୍ତି ଅନୁଭବ କରିବେ।
ଧନୁ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମକର – ବ୍ୟୟ ବୃଦ୍ଧି ଯୋଗ ରହିଛି। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ବ – ଆୟ ଭଲ ହେବ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ମୀନ – ଦିନଟି ସାରା କର୍ମ ତତ୍ପର ରହିବେ। ବନ୍ଧୁ ସହଯୋଗ କରିବେ। ପ୍ରଶଂସିତ ହେବାର ସମ୍ଭାବନା ଅଛି।

ମତାମତ ଦିଅନ୍ତୁ ।