ରାଶିଫଳ (ବୁଧବାର)

କାର୍ତ୍ତିକ (ତୁଳା) ୧୨ ଦିନ ଅକ୍ଟୋବର ୨୮ ତାରିଖ ୨୦୨୦
ମେଷ – ପଥରୋଧ ଘଟିପାରେ। ଆୟ କମ ହେବାର ସମ୍ଭାବନା ଅଛି। ହନୁମାନ ଚାଳିଶ ପାଠ କରନ୍ତୁ ଲାଘବ ହୋଇପାରେ।
ବୃଷ – ସମ୍ମାନିତ ହେବେ। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।
ମିଥୁନ – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – ଲୋକ ସମ୍ପର୍କ ବୃଦ୍ଧି ଘଟିପାରେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ସିଂହ – ଶାରୀରିକ ପୀଡା ଦେଖାଦେଇ ପାରେ। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ଆନନ୍ଦ ଉତ୍ସବରେ ଦିନଟି କଟିବ। ସହଯୋଗ ମିଳିବ। ଆୟ ଠିକ ରହିବ।
ତୁଳା – ପ୍ରତିଶୋଧ ପରାୟଣ ହୋଇପାରନ୍ତି। ମନ ସାମାନ୍ୟ ଅସ୍ଥିର ରହିବ। ଶରୀର ସୁସ୍ଥ ରହିବ।
ବିଛା – ମାନହାନୀ ଘଟିପାରେ। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ଧନୁ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ବିଷ୍ନୁଙ୍କର ଉପାସନା କରନ୍ତୁ।
ମକର – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
କୁମ୍ଭ – ପରାଧୀନ ହୋଇ କାର୍ଯ୍ୟ କରିବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମୀନ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୁତ ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।

ମତାମତ ଦିଅନ୍ତୁ ।