ରାଶିଫଳ (ଗୁରୁବାର)

କାର୍ତ୍ତିକ (ତୁଳା) ୨୭ ଦିନ ନଭେମ୍ବର ୧୨ ତାରିଖ ୨୦୨୦
ମେଷ – କ୍ରୋଧ ବୃଦ୍ଧି ଘଟିପାରେ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା କାଳୀଙ୍କର ଉପାସନା କରନ୍ତୁ।
ବୃଷ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ତୁଳସୀ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ।
ମିଥୁନ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
କର୍କଟ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହେବାର ସମ୍ଭାବନା ଅଛି।
ସିଂହ – ବିଳମ୍ବ ଯୋଗ ଦେଖାଦେବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
କନ୍ୟା – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ତୁଳା – କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ବିଛା – ଉତ୍ସାହ ବୃଦ୍ଧି ଘଟିବ। ମାନସିକ ଶାନ୍ତି ମିଳିବ। ସହଯୋଗ ପ୍ରାପ୍ତି ହେବ।
ଧନୁ – ସମ୍ମାନ ପ୍ରାପ୍ତି ହେବ। ମାନସିକ ସୁଖ ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – ସେବା ପୂଜା ପ୍ରତି ଆଗ୍ରହ ବୃଦ୍ଧି ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଶରୀର ସୁସ୍ଥ ରହିବ।
କୁମ୍ଭ – ମାନସିକ ଅଶାନ୍ତି ଦେଖାଦେଇ ପାରେ। ଆୟ କମ ହେବ। ପାରିବାରିକ ସହଯୋଗ ମିଳିବ।
ମୀନ – ଭ୍ରମଣ ଯୋଗ ରହିଛି। ନୂତନ ବନ୍ଧୁ ସହଯୋଗ କରିବେ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।

ମତାମତ ଦିଅନ୍ତୁ ।