ରାଶିଫଳ (ଗୁରୁବାର)

ମାର୍ଗଶିର (ବିଛା) ୧୧ ଦିନ, ନଭେମ୍ବର ୨୬ ତାରିଖ ୨୦୨୦
ମେଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ବୃଷ – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ମନ ପ୍ରସନ୍ନ ରହିବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – କର୍ମଚଞ୍ଚଳ ରହିବେ । ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ସିଂହ – ଆଳସ୍ୟ ବୃଦ୍ଧି ଘଟିବ। ପାରିବାରିକ ସହଯୋଗ ମିଳିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
କନ୍ୟା – ସୁଖହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ବନ୍ଧୁ ମିଳିନ ଘଟିବ। ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲ ରହିବ।
ବିଛା – କ୍ରୋଧ ବୃଦ୍ଧି ହେବ। ସହଯୋଗ କମ ମିଳିବ। ଆୟ ଠିକ ରହିବ।
ଧନୁ – ମାନହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିବେ। ବନ୍ଧୁ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କୁମ୍ଭ – ଉତ୍ସାହ ବଢିବ। ଶରୀର ସୁସ୍ଥ ରହିବ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।
ମୀନ – ଆଶାବାଦୀ ହେବେ। ଆୟ ଠିକ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

ମତାମତ ଦିଅନ୍ତୁ ।