ରାଶିଫଳ (ଗୁରୁବାର)

ପୌଷ (ଧନୁ) ୨ ଦିନ, ଡିସେମ୍ବର ୧୭ ତାରିଖ ୨୦୨୦
ମେଷ – ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦିନଟି ସାରା କର୍ମ ତତ୍ପର ରହିବେ।
ବୃଷ – ସେବପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ମିଳିବ। ସହଯୋଗ ମିଳିବ।
ମିଥୁନ – ସୁଖହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ବନ୍ଧୁ ମିଳନ ଘଟିପାରେ। ମନ ସନ୍ତୋଷ ରହିବ। ମିଷ୍ଟାନ୍ନ ପ୍ରାପ୍ତି ହେବାର ଯୋଗ ରହିଛି।
ସିଂହ – ପ୍ରତିଶୋଧ ପରାୟଣ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
କନ୍ୟା – ସୁଖ ସମ୍ମାନ ହାନୀ ହେବ। ଶରୀର ଅସୁସ୍ଥ ରହିପାରେ। ମନ ଆନ୍ଦୋଳିତ ହେବ।
ତୁଳା – ବାଦ ବିବାଦ ଭିତରେ ଦିନଟି କଟିବ। ମନ ଅସନ୍ତୋଷ ରହିପାରେ। ଆୟ ସ୍ଥିର ରହିବ।
ବିଛା – ପରିଶ୍ରମ ଅଧିକ ହେବ। ଆୟ ଠିକ ରହିବ। ସହଯୋଗ ମିଳିବ।
ଧନୁ – ମନରେ ଘୃଣାଭାବ ଜାଗ୍ରତ ହୋଇପାରେ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ମକର – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
କୁମ୍ଭ – ପଥରୋଧ ଘଟିପାରେ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଆୟ ଭଲ ହେବ। ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ।

ମତାମତ ଦିଅନ୍ତୁ ।