ରାଶିଫଳ

ରାଶିଫଳ (ଗୁରୁବାର)

ପୌଷ (ଧନୁ) ୨୩ ଦିନ, ଜାନୁଆରୀ ୬ ତାରିଖ – ୨୦୨୧
ମେଷ – ଆତ୍ମ ବଡିମା ପ୍ରକାଶ ପାଇବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବୃଷ – ଶାରୀରିକ କଷ୍ଟ ଅନୁଭବ କରିବେ। ମନ ଅସନ୍ତୋଷ ରହିବ। ସହଯୋଗ କମ ମିଳିବ।
ମିଥୁନ – ଦ୍ରବ୍ୟ ନଷ୍ଟ ହୋଇପାରେ। ଆୟ ଠିକ ରହିବ। ମନ ଆନ୍ଦୋଳିତ ହେବ।
କର୍କଟ – ପରିଶ୍ରମ ଅଧିକ ହେବ। ବନ୍ଧୁ ସହଯୋଗ କରିବେ। ମାନସିକ ଶାନ୍ତି ମିଳିବ।
ସିଂହ – ଘୃଣାଭାବ ଜାଗ୍ରତ ହେବ। କାର୍ଯ୍ୟରେ ବାଧା ଉପୁଜିପାରେ। ମନ ଅସନ୍ତୋଷ ରହିବ।
କନ୍ୟା – ସ୍ଵାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ପାରିବାରିକ ସହଯୋଗ ମିଳିବ। ଆୟ ଭଲ ହୋଇପାରେ।
ତୁଳା – ଆବଦ୍ଧ ଯୋଗ ରହିଛି। କାର୍ଯ୍ୟ କ୍ଷେତ୍ରରେ ବିରକ୍ତିଭାବ ପ୍ରକାଶ ପାଇବ। ସହଯୋଗ କମ ମିଳିବ।
ବିଛା – ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିପାରେ।
ଧନୁ – ନିଷ୍ଠାର ସହ କର୍ତ୍ତବ୍ୟ କରିବେ। ଆୟ ଠିକ ରହିବ। ଶରୀର ସୁସ୍ଥ ରହିବ।
ମକର – ସେବାପୂଜା ପ୍ରତି ଆଗ୍ରହୀ ହେବେ। ପରୋପକାର କରିପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କୁମ୍ଭ – ଅଶାନ୍ତିବୋଧ କରିବେ। ଶରୀର ସାମାନ୍ୟ ଅସୁସ୍ଥ ରହିପାରେ। ଆୟ ସ୍ଥିର ରହିବ।
ମୀନ – ପ୍ରିୟାପ୍ରୀତି ତୋଷଣ କରିବେ। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ଭୋଜନ ଯୋଗ ରହିଛି।

ମତାମତ ଦିଅନ୍ତୁ ।

Back to top button