ରାଶିଫଳ

ରାଶିଫଳ (ଗୁରୁବାର)

ମାଘ (ମକର) ୧ ଦିନ, ଜାନୁଆରୀ ୧୪ ତାରିଖ ୨୦୨୧
ମେଷ – ସୁଖ ସମ୍ମାନ ପ୍ରାପ୍ତି ହେବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ। ଦିନଟି ପ୍ରାୟ ଭଲରେ କଟିପାରେ।
ବୃଷ – ସୌଜନ୍ୟତା ବୃଦ୍ଧି ଘଟିବ। ଶରୀର ସୁସ୍ଥ ରହିବ। ଆୟ ଭଲ ହେବ।
ମିଥୁନ – ସୁଖହାନୀ ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ମିତ୍ରଲାଭ ଯୋଗ ରହିଛି। ସୁଖାଦ୍ୟ ପ୍ରାପ୍ତି ହୋଇପାରେ। ମାନସିକ ଶାନ୍ତି ଉପଲବ୍ଧ ହେବ।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
କନ୍ୟା – ପରାମର୍ଶ କରି କାର୍ଯ୍ୟ କରନ୍ତୁ। ସୁଫଳ ପ୍ରାପ୍ତି ହେବ। ମନ ପ୍ରଫୁଲ୍ଲ ରହିବ। ସହଯୋଗ ମିଳିବ।
ତୁଳା – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ଅସହଯୋଗ ଦେଖାଦେବ। ମନ ଆନ୍ଦୋଳିତ ହୋଇପାରେ।
ବିଛା – ଉଚ୍ଚ ଆଶା ପୋଷଣ କରିବେ। ମନ ଅସନ୍ତୋଷ ରହିପାରେ। ଆୟ ସ୍ଥିର ରହିବ।
ଧନୁ – ଚିନ୍ତାଗ୍ରସ୍ତ ହେବେ। ଶରୀର ସାମାନ୍ୟ ଅସୁସ୍ଥ ରହିପାରେ। ଆୟ ଠିକ ରହିବ।
ମକର – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୁତ ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
କୁମ୍ଭ – ଆବଦ୍ଧ ଯୋଗ ରହିଛି। ପାରିବାରିକ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ମୀନ – ଆୟ ବୃଦ୍ଧି ଘଟିବ। ମନ ପ୍ରଫୁଲ୍ଲ ରହିବ। ଦୂରଯାତ୍ରା କରିପାରନ୍ତି।

ମତାମତ ଦିଅନ୍ତୁ ।

Back to top button