ରାଶିଫଳ (ଗୁରୁବାର)

ଚୈତ୍ର (ମୀନ) ୧୨ ଦିନ, ମାର୍ଚ୍ଚ ୨୫ ତାରିଖ ୨୦୨୧
ମେଷ – ବାଦବିବାଦ ଲାଗି ରହିବ। ମନ ଆନ୍ଦୋଳିତ ହୋଇପାରେ। ପାରିବାରିକ ସହଯୋଗ ମିଳିବ।
ବୃଷ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମିଥୁନ – ଆଶାବାଦୀ ହେବେ। ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କର୍କଟ – ସୁଖ ଓ ସମ୍ମାନ ପ୍ରାପ୍ତ ହେବ। ଆୟ ଭଲ ହୋଇପାରେ। ଦିନଟି ଉତ୍ତମ ଫଳଦାୟକ ହେବ।
ସିଂହ – ବ୍ୟୟ ବୃଦ୍ଧି ଘଟିବାର ଯୋଗରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
କନ୍ୟା – ଧନଲାଭ ହୋଇପାରେ। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ମାନସିକ ଶାନ୍ତି ଅନୁଭବ କରିବେ।
ତୁଳା – କାର୍ଯ୍ୟ ସଫଳ ହେବ। ଶରୀର ସୁସ୍ଥ ରହିବ। ଆୟ ଭଲ ହୋଇପାରେ।
ବିଛା – ସେବାପୂଜା ପ୍ରତି ଆଗ୍ରହୀ ହେବେ। ବନ୍ଧୁ ସହଯୋଗ କରିବେ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
ଧନୁ – ସୁଖହାନୀ ଘଟିପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ଇର୍ଷାଭାବ ଜାଗ୍ରତ ହେବ। ମନ ଅସନ୍ତୋଷ ରହିପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କୁମ୍ଭ – ଲେଖାପଢାରେ ସମୟ କଟିପାରେ। ଆୟ ଠିକ ରହିବ। ସହଯୋଗ ମିଳିବ।
ମୀନ – ମାନହାନୀ ଘଟିବାର ଯୋଗ ରହିଛି। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ। ଭଗବାନ ବିଷ୍ନୁଙ୍କର ଉପାସନା କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button