ରାଶିଫଳ (ଗୁରୁବାର)

ଚୈତ୍ର (ମୀନ) ୨୬ ଦିନ, ଏପ୍ରିଲ ୮ ତାରିଖ ୨୦୨୧
ମେଷ – ଆୟ ଯୋଗ ରହିଛି। ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲ ରହିବ।
ବୃଷ – ସାରାଦିନ କର୍ମଚଞ୍ଚଳ ରହିବେ। ମାନସିକ ଶାନ୍ତି ମିଳିବ। ଉପରିସ୍ଥ କର୍ମଚାରୀ ସହଯୋଗ କରିବେ।
ମିଥୁନ – ସୁଖହାନୀ ଘଟିବାର ଯୋଗ ରହିଛି। ମନ ଆନ୍ଦୋଳିତ ହୋଇପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଶାରୀରିକ ପୀଡା ଅନୁଭବ କରିବେ। ଆୟ କମ ହୋଇପାରେ। ମାନସିକ ଅସ୍ଥିରତା ଦେଖାଦେବ।
ସିଂହ – ମନର ଉଦବେଗ ବୃଦ୍ଧି ହେବ। ଆୟ ଭଲ ହୋଇପାରେ। ପଡୋଶୀଙ୍କ ଦ୍ଵାରା ଉପକୃତ ହେବେ।
କନ୍ୟା – ଶତ୍ରୁ ପରାଜିତ ହେବେ। ଆୟ ଠିକ ରହିବ। ଲୋକ ସମ୍ପର୍କ ବୃଦ୍ଧି ହେବ।
ତୁଳା – ଆତ୍ମଗ୍ଳାନି ବଳବତ୍ତର ରହିବ। ନୂତନ ଯୋଜନା ସଫଳ ହେବ। ରାଜନୈତିକ ବନ୍ଧୁ ସହଯୋଗର ହାତ ବଢାଇବେ।
ବିଛା – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ଧନୁ -ଉତ୍ସାହିତ ହେବେ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – ଆତ୍ମଗୋପନ କରପାରନ୍ତି। ଶତ୍ରୁ ଭୟ ଦେଖାଦେବ। ମନ ଅସନ୍ତୋଷ ରହିବ।
କୁମ୍ଭ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ମୀନ – ପଥରୋଧ ଘଟିପାରେ। ଘରୁ ବାହାରିବା ପୂର୍ବରୁ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦିଅନ୍ତୁ ଲାଘବ ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button