ରାଶିଫଳ (ଗୁରୁବାର)

ବୈଶାଖ (ମେଷ) ୨ ଦିନ, ଏପ୍ରିଲ ୧୫ ତାରିଖ ୨୦୨୧
ମେଷ – ଚିନ୍ତାରେ ବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିପାରେ। ବ୍ୟବସାୟ ମାନ୍ଦାରେ ଚାଲିବ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମିଥୁନ – ମନ ପ୍ରସନ୍ନ ରହିବ । ଆୟ ଭଲ ହୋଇପାରେ। ସହଯୋଗ ପ୍ରାପ୍ତି ହେବ।
କର୍କଟ – ଆତ୍ମଗର୍ବ ପ୍ରକଟ କରିପାରନ୍ତି। ସହଯୋଗ କମ ମିଳିବ। ଶରୀର ସୁସ୍ଥ ରହିବ।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
କନ୍ୟା – ଅର୍ଥହାନୀ ଘଟିପାରେ। ମନ ଆନ୍ଦୋଳିତ ହେବ। କାର୍ଯ୍ୟ ଅଧାରୁ ଅଟକିବାର ସମ୍ଭାବନା ରହିଛି।
ତୁଳା – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ମାନସିକ ଶାନ୍ତି ଅନୁଭବ କରିବେ। ବନ୍ଧୁମାନଙ୍କ ସହଯୋଗ ମିଳିବ।
ବିଛା – ଆତ୍ମା ବଡିମା ଯୋଗୁ ନିନ୍ଦିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଦେଖାଦେବ। ଆୟ ଠିକ ରହିବ।
ଧନୁ – ଆଲୋଚନା କରି କାର୍ଯ୍ୟ କରନ୍ତୁ ସୁଫଳ ପ୍ରାପ୍ତି ହେବ। ପାରିବାରିକ ସହଯୋଗ ମିଳିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
ମକର – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ଦୂରଯାତ୍ରା ସଫଳ ହେବ। ପଡୋଶୀଙ୍କ ସହଯୋଗ ମିଳିବ।
କୁମ୍ଭ – କାର୍ଯ୍ୟ ସଫଳ ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମୀନ – ଆଳସ୍ୟ ପରାୟଣ ହେବେ। ହଜି ଯାଇଥିବା ଦ୍ରବ୍ୟ ପାଇପାରନ୍ତି। ମାନସିକ ଶାନ୍ତି ଅନୁଭବ କରିବେ।

Leave a Reply

Your email address will not be published. Required fields are marked *

Back to top button