ରାଶିଫଳ (ଗୁରୁବାର)

0

ବୈଶାଖ (ମେଷ) ୯ ଦିନ, ଏପ୍ରିଲ ୨୨ ତାରିଖ ୨୦୨୧
ମେଷ – ଅନୁତାପ କରିବେ। ମନ ଆନ୍ଦୋଳିତ ହେବ। କାର୍ଯ୍ୟ ସୂଚାରୁ ରୂପେ ଚାଲିବ।
ବୃଷ – କାର୍ଯ୍ୟସିଦ୍ଧି ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମିଥୁନ – କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ମାନସିକ ଅଶାନ୍ତି ଅନୁଭବ କରିବେ। ଧୈର୍ଯ୍ୟହାନୀ ଘଟିବ।
କର୍କଟ – ଆଶାବାଦୀ ହେବେ। ଆୟ ଠିକ ରହିବ। ଶରୀର ସୁସ୍ଥ ରହିବ।
ସିଂହ – ଧନକ୍ଷୟ ଘଟିପାରେ। ସତର୍କ ରୁହନ୍ତୁ ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
କନ୍ୟା – ସୁସମ୍ବାଦ ପ୍ରାପ୍ତି ହେବ। ବନ୍ଧୁ ଦର୍ଶନ ହୋଇପାରେ। ମିଷ୍ଟାନ୍ନ ପ୍ରାପ୍ତି ଯୋଗ ରହିଛି।
ତୁଳା – ଶ୍ରମ ସାର୍ଥକ ହେବ। ମନ ପ୍ରଫୁଲ୍ଲ ରହିବ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।
ବିଛା – ଭ୍ରମଣ ଯୋଗ ରହିଛି। ବନ୍ଧୁ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ଧନୁ – କାର୍ଯ୍ୟହାନୀ ଯୋଗ ରହିଛି। ବ୍ୟବସାୟ ମନ୍ଥର ଗତିରେ ଚାଲିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମକର – ପ୍ରୀତିଲାଭ ଯୋଗ ରହିଛି। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବ।
କୁମ୍ଭ – ମନ ଚଞ୍ଚଳ ରହିବ। ଶରୀର ସୁସ୍ଥ ରହିବ। ଆୟ ଭଲ ହୋଇପାରେ।
ମୀନ – ନୀରବଦ୍ରଷ୍ଟା ହେବେ। ପଡୋଶୀ ସହଯୋଗ କରିବେ। ବ୍ୟବସାୟରେ ଲାଭବାନ ହେବେ।

Leave A Reply

Your email address will not be published.