ରାଶିଫଳ (ଗୁରୁବାର)

କାର୍ତ୍ତିକ (ତୁଳା) ୬ ଦିନ ଅକ୍ଟୋବର ୨୨ ତାରିଖ ୨୦୨୦
ମେଷ – ସେବା ପୂଜା ପ୍ରତି ମନ ବଳାଇବେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ବୃଷ – ଶାରୀରିକ ପୀଡା ଅନୁଭବ କରିବେ। ମନ ଅଶାନ୍ତି ରହିପାରେ। ଆୟ କମ ହେବ।
ମିଥୁନ – ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଆୟ ଭଲ ହୋଇପାରେ।
କର୍କଟ – ପ୍ରତିଶୋଧ ପରାୟଣ ହେବେ। ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ସିଂହ – ଲେଖା ପଢାରେ ସମୟ ଅଧିକ କଟିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବ।
କନ୍ୟା – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ।
ବିଛା – ଲୋଭଗ୍ରସ୍ତ ହୋଇପାରନ୍ତି। ସହଯୋଗ କମ ମିଳିବ। ଆୟ ଠିକ ରହିବ।
ଧନୁ – ସମ୍ମାନ ଲାଭ ହେବ। ମାନସିକ ସୁଖ ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମକର – ପ୍ରତାରଣାର ଶିକାର ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବାର ସମ୍ଭବନା ଅଛି।
କୁମ୍ଭ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ମୀନ – କାର୍ଯ୍ୟ ସଫଳ ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।

ମତାମତ ଦିଅନ୍ତୁ ।